Jump to content

ଶୈକ୍ଷ

ଉଇକିଅଭିଧାନ‌ରୁ

ଶୈକ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶିକ୍ଷା= ବେଦର ଉଚ୍ଚାରଣନିୟମବୋଧକ ଶାସ୍ତ୍ର+ଅ)

[ସମ୍ପାଦନା]
୧. ବେଦ ପଡ଼ିବା ଉଦ୍ଦେଶ୍ୟରେ ପ୍ରଥମ ଶିକ୍ଷତ୍ରୀୟ ଉଚ୍ଚାରଣନିୟମବୋଧକ ଶାସ୍ତ୍ରକୁ ଅଧ୍ୟୟନ କରୁଥିବା ଛାତ୍ର — ୧. A Student learning the treatise on Vedic pronuciation before beginning the study of the Bedas.
୨. ନବ ଛାତ — ୨. A novice; a tyro (Apte).