ଶୈଥଳ
ଦେଖଣା
ଶୈଥଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଶୈଥିଳୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୈଥିଲ୍ୟ)
[ସମ୍ପାଦନା]ଶୈଥିଲ୍ୟ — Slackness.
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଶିଥିଳ (ଦେଖ) - —୧. Ṡithiḻa (See)
- ୨. କାମରେ ହୁଗୁଳା —୨. Lax in work.
- ୩. ଯେଉଁ ଲୋକ କାର୍ଯ୍ୟ ସମ୍ୱନ୍ଧ କଡ଼ା ନୁହେଁ — ୩. One who is not a strict disciplinarian
- ୪. ଅଳସୁଆ; ମାନ୍ଦା —୪. Lazy; idle; show