Jump to content

ଶୈଥିଲିଆ

ଉଇକିଅଭିଧାନ‌ରୁ

ଶୈଥିଲିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ଶୈଥିଲେଈ—ସ୍ତ୍ରୀ ବିଣ) 

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କାର୍ଯ୍ୟରେ ଅବସର —୧. Relaxation of work.
୨. ଫୁରୁସତ — ୨. Leisure.

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

କାର୍ଯ୍ୟରେ ଶିଥିଳ; ଅଳସୁଆ — Lazy ; negligent.