ଶୈବଳ
ଦେଖଣା
ଶୈବଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. [ନାମ]—ରାମାୟଣ ବର୍ଣ୍ଣିତ ପର୍ବତବିଶେଷ — Name of a mountain described in the Rāmāyaṇa.
[ଦ୍ରଷ୍ଟବ୍ୟ —ଏହି ପର୍ବତର ଦକ୍ଷିଣ ପାଦଦେଶରେ ଗୋଟିଏ ସରୋବର ତୀରରେ ଶମ୍ୱୁକ ନାମକ ଶୁଦ୍ରମୁନି ତପସ୍ୟା କରୁଥିଲେ, ଏ ପର୍ବତ ବିନ୍ଧ୍ୟ ପର୍ବତର ଦକ୍ଷିଣଭାଗବର୍ତ୍ତୀ—ବିଶ୍ୱକୋଷ]
- ୨. (ଶୀ ଧାତୁ +କର୍ତ୍ତୃ. ବଳ)—ଶୈବାଳ (ଦେଖ) - —୨. Ṡ&aline;i̱bāḻa (See)