ଶୈବ୍ୟ
ଦେଖଣା
ଶୈବ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - [ଶିବ+ସମ୍ୱନ୍ଧାର୍ଥେ ଯ]
[ସମ୍ପାଦନା]ଶିବସମ୍ୱନ୍ଧୀୟ — Relating to Ṡba,
ବିଶେଷ୍ୟ -
[ସମ୍ପାଦନା]- ୧. ପାଣ୍ଡବମାନଙ୍କ ସେନାପତି ନୃପବିଶଷ —୧. Name of a kind who was a general of the Pāṇḍabas
- ୨. ଶ୍ରୀକୃଷ୍ଣଙ୍କ ଅଶ୍ୱବିଶେଷ — ୨. Name of one of the horses used by Srīkṛushṇa