ଶୈବ୍ୟା
ଦେଖଣା
ଶୈବ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନାମ)
[ସମ୍ପାଦନା]- ୧. (ନାମ) ରାଜା ହରିଶ୍ଚନ୍ଦ୍ର ପତ୍ନୀ; ହରିଶ୍ଚନ୍ଦ୍ର (ଦେଖ) - —୧. wife of kinf Harischandra (See).
- ୨. [ନାମ] ରାଜା ସଗରଙ୍କ ଗୋଟିଏ ରାଣି —୨. One of the queens of Raja Sagara
- ୩. [ନାମ] ମହାଭାରତୋକ୍ତ ପ୍ରତୀପ ରାଜାଙ୍କ ପତ୍ନୀ [ବିଶ୍ୱକୋଷ] —Name of the queen of Pratīpa.