Jump to content

ଶୈଳ

ଉଇକିଅଭିଧାନ‌ରୁ

ଶୈଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ଶିଳା+ସମୂହର୍ଥେ+ଅ]

[ସମ୍ପାଦନା]
୧. ପର୍ବତ; ଭୁଧର — Mountain
୨. ଶୈଲେୟ ନାମକ ଗନ୍ଧ ଦ୍ରବ୍ୟ —୨. Storax. benzoin
୩. ଶିଳାଜତୁ [ବିଶ୍ୱକୋଷ] —୩. Mummy gum.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଶିଳାସମ୍ୱନ୍ଧୀୟ —୧. Relating to stone.
୨. ପାର୍ବତ୍ୟ —୨. Hilly ; mountaionus.

[ଦ୍ରଷ୍ଟବ୍ୟ — ଛୋଟ ପାହାଡ଼କୁ ଗଣ୍ଡଗୋଳ କୁହାଯାଏ]