Jump to content

ଶୈଳଜ

ଉଇକିଅଭିଧାନ‌ରୁ

ଶୈଳଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଶୈଳ+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଓଦା ପଥର ଓ ଇଟା ଉପରେ ବର୍ଷା ଦିନେ ବସିବା ଶିଉଳୀ —୧. Lichen; moss deposited on stone or brick.
୨. ଶୈଳେୟ; ଗନ୍ଧଦ୍ରବ୍ୟ ବିଶେଷ; ଶିଳାପୁଷ୍ପ; ଏକ ପ୍ରକାର ଶିଉଳି —୨. Parmalia


ଅନୁବାଦ

[ସମ୍ପାଦନା]

[ଦ୍ରଷ୍ଟବ୍ୟ — ଏହା ସୁଗନ୍ଧି, ତିକ୍ତରସ, ଶୀତଳ, ଲଘୁପାକ, ହୃଦ୍ୟ, କଫିପିତ୍ତନାଶକ ଓ ଦାହ , ତୃଷ୍ଣା, ଶ୍ୱାସ, ଅଶ୍ମରୀ, ବ୍ରଣ, କଣ୍ଡ, କୁଷ୍ଠ, ବିଶଦୋଷ ଓ ରକ୍ତସ୍ରାବର ଶାନ୍ତିକାରକ]

ବିଶେଷଣ - (୫ମୀ ତତ୍)

[ସମ୍ପାଦନା]

ପର୍ବତରୁ ଦଜାତ —Produced from or growing in the mountain.