Jump to content

ଶୈଳଧନ୍ୱା

ଉଇକିଅଭିଧାନ‌ରୁ

ଶୈଳଧନ୍ୱା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶୈଳ+ଧନୁସ୍+ବତ୍= ଶୈଳଧନ୍ୱିନ୍ ୧ମା. ୧ବ; ଶୈଳ ହୋଇଅଛି ଧନୁ ଯାହାଙ୍କର; କିମ୍ୱା ଯହାଙ୍କ ଧନୁ ଶିଜାତିର୍ମିତ)

[ସମ୍ପାଦନା]

ମହାଦେବ; ଶିବ — Ṡiba