Jump to content

ଶୈଳାଳୀ

ଉଇକିଅଭିଧାନ‌ରୁ

ଶୈଳାଳୀ

ଉଚ୍ଚାରଣ

[ସମ୍ପାଦନା]
[ଶୈଳାଳିନୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷ୍ୟ - ପୁଂ—(ଶିଲାଳ+ଜୀବିତାର୍ଥେ. ଇନ୍; ୧ମା. ୧ବ ଯେ ଶିଲାଳ ବା ନୃତ୍ୟୁ ଗୀତା ଶାସ୍ତ୍ରଦ୍ୱାରା ଜୀବୀକା ନିର୍ବାହ କରେ; କିମ୍ୱା ଶିଲାଳ—ନତ୍ୟୁବିଶାରଦ ମୁନିବିଶେଷ, ତାଙ୍କ ଗ୍ରନ୍ଥ ଅଧ୍ୟୟନକାରୀ)

[ସମ୍ପାଦନା]

ନର୍ତ୍ତକ; ନଟ — A professional dancer.