Jump to content

ଶୈଳିକ୍ୟ

ଉଇକିଅଭିଧାନ‌ରୁ

ଶୈଳିକ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -(ଶୀଳ+ଇକ +ଯ)

[ସମ୍ପାଦନା]
୧. ଧୂର୍ତ୍ତୃ.; ଚତୁର — ୧. Sly; cunning; artful.
୨. ବିଶେଷଣ - ଓ ବି— ସର୍ବଲିଙ୍ଗ;' ଯେଉଁ ବ୍ୟକ୍ତି ଲୋକଙ୍କୁ ପ୍ରତାରଣା କରିବା ପାଇଁ ନାନାପ୍ରକାର ଭେକ ଧରେ —୨. A person who assumes many false garbs to practise deception; a pretender.