ଶୈଳୀ
ଦେଖଣା
ଶୈଳୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ଶୀଳ+ସ୍ୱାର୍ଥେ. ଈ)
[ସମ୍ପାଦନା]- ୧. ସ୍ୱଭାବ —୧. Nature.
- ୨. ଆଚରଣ —୨. Conduct; character.
- ୩. ପ୍ରଣାଳୀ —୩. Mode; manner.
- ୪. ସଂକ୍ଷିପ୍ତ ପ୍ରଣାଳୀ ୪. A simple or short method,.
- ୫. ସଦ୍- ବ୍ୟବହାର —୫. Good treatment
- ୬. ସଦ୍ଭାବ ୬. Cordial relation.
- ୭. କୈଶଳ —୭. Policy; art; device.
- ୮. (ଆଧୁନିକ ପ୍ରୟୋଗ) ରଚନା ପରିପାଟୀ ବା ଭଙ୍ଗିବିଶେଷ —୮. Style or diction of composition Style or diction of a composition.
- ୯. ସଙ୍କେତ; ପ୍ରଜ୍ଞପ୍ତି (ବିଶ୍ୱକୋଷ) —୯. Indication
- ୧. (ଶିଳା+ ଅ+ଈ)ଶିଳା ପ୍ରତିମା, ପଥରର ମୂର୍ତ୍ତି (ବିଶ୍ୱକୋଷ) — ୧୦. Stone image.