ଶୈଳୂଷ
ଦେଖଣା
ଶୈଳୂଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଶୀ ଳୂଷ+ବିଦ୍ୟାଭ୍ୟାସୀଅର୍ଥଏ. ଅ)
[ସମ୍ପାଦନା]- ୧. ନଟ; ନର୍ତ୍ତକ —୧. Dancer; actor.
[ଦ୍ରଷ୍ଟବ୍ୟ —ଶୀଳୁଷ ନାମରେ ଜଣେ ନୃତ୍ୟୋପଜେଶକ ଗନ୍ଧର୍ବ ବା ଋଷି ଥିଲେ]
- ୨. (ଶୈଳ+ବସ୍ ଧାତୁ+ଅ) ଭଲ ଆଦି ପାର୍ବତ୍ୟ ଜାତି —୨. Bheel and other hilly tribs; the hill. men
- ୩. (ଶୀଳ+ନିନ୍ଦିତାର୍ଥେ+ଉଷ)—ଧୂର୍ତ୍ତିବ୍ୟକ୍ତି; ଠକ —୩. A cheat; an imposter.
- ୪. (ଶୈଳ +ଉଷ; ଏ ଗଛ ପାର୍ବତ୍ୟ ସ୍ଥାନରେ ବେଶୀ ଜନ୍ମଥିବାରୁ) ବିଲ୍ଧ ରକ୍ଷ —୪. The marmalos tree.
- ୫. (ନାମ; ଶିଳୂଷ+ଅପତ୍ୟାର୍ଥେ ଅ)—ଗନ୍ଧର୍ବରାଜ —୫. The name of the chief of Gandharbas,
[ଦ୍ରଷ୍ଟବ୍ୟ —ଗାନ୍ଧାର ରାଜ୍ୟ (ଆଧୁନିକ କାନ୍ଦାହାର) ଏହାଙ୍କ ରାଜ୍ୟ ଥିଲା କେକୟରାଜଙ୍କ ପରାମର୍ଶରେ ଭରତଙ୍କ ପୁତ୍ରମାନେ ଶୈଳୁଷଙ୍କ ପୁତ୍ର ଗନ୍ଧର୍ବମାନଙ୍କୁ ଏ ରାଜ୍ୟରୁ ତଡ଼ି ଦେଇ ନିଜେ ଏ ରାଜ୍ୟ ଅଧିକାର କଲେ ବିଭୀଷଣ ପତ୍ନୀ ସରମା ଶୈଳୁଷଙ୍କ କନ୍ୟା ଥିଲେ]