ଶୈଳୋଦ୍ଭବ
ଦେଖଣା
ଶୈଳୋଦ୍ଭବ
ଉଚ୍ଚାରଣ
[ସମ୍ପାଦନା][ଶୈଳୋଇବା—ସ୍ତ୍ରୀ ବିଣ]
ସଂସ୍କୃତ - ବିଶେଷଣ - (୫ମୀ ତତ୍)
[ସମ୍ପାଦନା]ପର୍ବତରୁ ଜାତ — Born of or growing in mountains.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପ୍ରାଚୀନ ଓଡ଼ିଶାର ଏକ ରାଜବଂଶର ନାମ —The name of a dyanasty of kings of ancient Orissa.
[ଦ୍ରଷ୍ଟବ୍ୟ — ଏହି ବଂଶର ରାଜ୍ୟ କୋଙ୍ଗଦମଣ୍ଡଳ ବା ଆଧୁନିକ ଖୋରଧା ଓ ଋଷିକୁଲ୍ୟା ନଦୀର ଉତ୍ତରକୁ ଥିବା ଗଞ୍ଜାମର ଉତ୍ତରାଂଶକୁ ଘେନି ଗଠିତ ହୋଇଥିଲା କେଦାରନାଥ ମହାପାତ୍ର]