Jump to content

ଶୈଳ ବାଳା

ଉଇକିଅଭିଧାନ‌ରୁ

ଶୈଳ ବାଳା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଶୈଳପୁତ୍ରୀ; ପାର୍ବତୀ —୧. Pārbatī.
୨. ହିମାଳୟ ପତ୍ନୀ; ମେଳା —୨. The wife of the Himalayas; Menā (the name of a minor mountain chain)