Jump to content

ଶୋ

ଉଇକିଅଭିଧାନ‌ରୁ

ଶୋ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଶୀ ଧାତୁ=ଶୋଇବା)

[ସମ୍ପାଦନା]

ଶୁଆ; ଶୟନ —Sleeping.

[ଯଥା— ଶୋ ବସ=ଶୋଇବା ବସିବା]କ୍ରିୟାପଦ - (ଶୋଇବା କ୍ରିୟାର ଅନୁଜ୍ଞ , ଅନାଦରାର୍ଥକ 'ତୁ' କର୍ତ୍ତା ପରେ ବ୍ୟବହୃତ)—ଶୟନକର୍ —(Imperative) Do thou sleep.

[ଦ୍ରଷ୍ଟବ୍ୟ —ସଂସ୍କୃତ ଶୀ ଧାତୁରୁ ଓଡ଼ିଆରେ ଶୋଇବା କ୍ରିୟା ହୋଇଅଛି ତାହାର ଅର୍ଥ ଭୁମିରେ ଲମ୍ୱ ହୋଇ ପଡ଼ିବା (To lie down) ନିଦରେ ଶୋଇବା ଅର୍ଥରେ ସଂସ୍କୃତରେ ସ୍ୱପ୍ ଧାତୁର ପ୍ରୟୋଗ ହୁଏ (To sleep.) ]