ଶୋଆଇବା
ଦେଖଣା
ଶୋଆଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଶୋଆଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଶୋଇବା କ୍ରିୟାର ଣିଜନ୍ତରୂପ —The causative form of the verb ṡoibā To cause to sleep; to lay a person. down for sleep.
[ଉ— ସେବତୀ ପାଖୁଡ଼ା ବିଛାର ପଲଙ୍କରେ, ଶୋଆଇଲେ ନ ଶୋଇ ଶୋଇଲୁଁ ଭୁମିର- କୃଷ୍ଣସିଂହ ମହାଭାରତ ]