Jump to content

ଶୋଇବା ବସିବା

ଉଇକିଅଭିଧାନ‌ରୁ

ଶୋଇବା ବସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି କାର୍ଯ୍ୟ ନ କରି ଆଳସ୍ୟରେ କାଳ କାଟିବା —୧. Spending one's time without doing anything.
୨. ଶୟନ କରିବା ଓ ବସିବା ଅବସ୍ଥା — ୨. Sitting and sleeping postures.

(ଉ— ଶାଳଗ୍ରାମର ଶୋଇବା ବସିବା ସମାନ— ଢଗ)