ଶୋଇଲା
ଦେଖଣା
ଶୋଇଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଶୋଇଲା
|
=== ଦେଶଜ - କ୍ରିୟାପଦ - (ଶୀ. ଧାତୁର ଶୋଇବା କ୍ରିୟାର ଭୁତକାଳ. ୩ୟ ପୁରୁଷ ୧ ବଚନର ରୂପ; କର୍ତ୍ତା ସେ)
ଶୟନ କଲା — (he) Slept
ବିଶେଷଣ -
[ସମ୍ପାଦନା]ସୁପ୍ତ; ନିଦ୍ରିତ — Asleep; sleeping.
(ଯଥା— ଶୋଇଲା ପୁଅ)
- ୨. ଶୟନାର୍ଥେ ବ୍ୟବହୃତ — ୨. Used for sleeping.
(ଯଥା— ଶୋଇଲା ଘର, ଶୋଇଲା ଶେଯ)
[ଉ— ଶୋଇଲା ଶେଯରୁ ଉଠେଇ ନେଲା ପକେଇ ମନ୍ତର ଧୁଳି—ଢଗ]