ଶୋଇଲା ପୁଅର ଭାଗ ନାହିଁ
ଦେଖଣା
ଶୋଇଲା ପୁଅର ଭାଗ ନାହିଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୋଇଲା ପୁଅର ଭାଗ ନାହିଁ
|
(ପ୍ରବଚନ ବା ନ୍ୟାୟ) ===
ମିଷ୍ଟାଳ୍ପାଦି ପରିବାରସ୍ଥ ଶିଶୁମାନଙ୍କ ମଧ୍ୟରେ ବଣ୍ଟା ହେଲା ବେଳେ ପରିବାରର ଯେଉଁ ସନ୍ତାନ ନିଦ୍ରିତ ଥିବାରୁ ସେ ସ୍ଥାନରେ ଉରପସ୍ଥିତ ହୋଇ ନ ପାରେ , ତା ପାଇଁ ମିଷ୍ଟାନ୍ନରେ ଅଂଶ ରଖା ଯାଏ ନାହିଁ ଓ ଉପସ୍ଥିତ ପିଲାମାନେ ତାକୁ ଖାଇଯାଆନ୍ତି,ଅର୍ଥାତ ସେ ତାର ଭାଗରୁ ବା ଅଂଶରୁ ବଞ୍ଚିତ ହୁଏ (ଏହିପରି) ଅନୁପସ୍ଥିତ ବ୍ୟକ୍ତି କୌଣସିଲାଭରୁ ବଞ୍ଜିତ ହେବା ସ୍ଥଳରେ ଏ ପ୍ରବଚନ ବ୍ୟବହୃତ ହୁଏ — An analogy applied to cases where an absent person of deprived of his share of some gift or benefit which he would have got had he been present at the spot.