Jump to content

ଶୋଇ ଦେବା

ଉଇକିଅଭିଧାନ‌ରୁ

ଶୋଇ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଶୁଆର ଦେବା; ଶିଶୁ ଆଦିଙ୍କୁ ଶଯ୍ୟାରେ ଶାୟିତ କରାଇବା —୧. To put a child on the bedd to sleep.
୨. ନିଦ୍ରିତ ହେବ ପାଇଁ ସୁବିଧା ହେବା; ନିଦ୍ରିତ ବା ନିଦ୍ରାଳୁ ହେବ ନିଦ୍ରାରେ ବ୍ୟାଘାତ ନ ଜନ୍ମାଇବା —୨. To let one. sleep.

[ଉ—ଅଗଣାରେ ପିଲାମାନେ ଗୋଳମାଳା କରି ମୋତେ ଟିକିଏ ଶୋଇ ଦେଲେ ନାହିଁ]