ଶୋଇ ରହିବା
ଦେଖଣା
ଶୋଇ ରହିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କିଛି ସମୟ ପାଇଁ ନିଦ୍ରା ଯିବା — ୧. To sleep on; to be asleep for some time; to go on Sleeping.
(ଯଥା— ଦିନ ପହରେ ହେଲାଣି, ସମସ୍ତେ ଉଠି ମୁହଁ ହାତ ଧୋଇଲେଣି, ବାବୁ ଅବଧି ଶୋଇ ରହିଛନ୍ତି)
- ୨. ନିଦ୍ରତନ ହୋଇ ସୁଦ୍ଧା ବିଛଣାରେ ପଡ଼ିରହିବା —୨. To lie awake in bed