ଶୋକ
ଦେଖଣା
ଶୋକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶୁଚ ଧାତୁ=ଖେଦି କରିବା+ଭାବ ଅ)
[ସମ୍ପାଦନା]- ୧. ଇଷ୍ଟବିୟୋଗଜନିତ ମନୋବେଦନା; ପ୍ରିୟ ବ୍ୟକ୍ତିର ମୃତ୍ୟୁ ବା ବିଚ୍ଛେଦ ଯୋଗୁଁ ମନରେ ଜନ୍ମିବା ଦୁଃଖ — ୧. Mental pain or sorrow due to the death of or separation from one's dear or beloved person.
- ୨. ପ୍ରିୟ ବସ୍ତୁର ଅଭାବ ବା ଅପ୍ରାପ୍ତି ବା ମନୋବାଞ୍ଛାର ଅସିଦ୍ଧି ଯୋଗୁଁ ଚିତ୍ତବୈକଲ୍ୟ — ୨. Sorrow due to the nonfulfilment of one's desire or for not getting what one wants; grief.
- ୩. ମନର ସନ୍ତାପ — ୩. Mourning; mental sickness; regret.