Jump to content

ଶୋକକ୍ଳିଷ୍ଟ

ଉଇକିଅଭିଧାନ‌ରୁ

ଶୋକକ୍ଳିଷ୍ଟ

ଉଚ୍ଚାରଣ

[ସମ୍ପାଦନା]
[ଶୋକକ୍ଳିଷ୍ଟା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଂ—(୩ୟା ତତ୍)

[ସମ୍ପାଦନା]

ଶୋକଦ୍ୱାରା ଅଭିଭୁତ; ମନୋଦୁଃଖଦ୍ୱାରା ଆକ୍ରାନ୍ତ — Overtaken with grief; aggreived; afflicted.