Jump to content

ଶୋକାକୁଳ

ଉଇକିଅଭିଧାନ‌ରୁ

ଶୋକାକୁଳ

ଉଚ୍ଚାରଣ

[ସମ୍ପାଦନା]

(ଶୋକାକୁଳିତ, ଶୋକାକ୍ରାନ୍ତ, ଶୋକାନ୍ୱିତ—ଅନ୍ୟରୂପ)

(ଶୋକାକୁଳା, ଶୋକାକୁଳିତା, ଶୋକାକ୍ରାନ୍ତା, ଶୋକାନ୍ୱିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍)

[ସମ୍ପାଦନା]

ଶୋକ ଜର୍ଜ୍ଜରିତ (ଦେଖ) - — Ṡoka jarjjarita (See)