Jump to content

ଶୋକାତୁର

ଉଇକିଅଭିଧାନ‌ରୁ

ଶୋକାତୁର

ଉଚ୍ଚାରଣ

[ସମ୍ପାଦନା]
(ଶୋକାତୁରା—ସ୍ତ୍ରୀ) 

(ଶୋକାତୁରତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୫ମୀ ତତ୍ ବା ୩ୟା ତତ୍)

[ସମ୍ପାଦନା]

ଶୋକ ଯୋଗୁଁ କାତର; ଶ୍ଳୋକକ୍ଳିଷ୍ଟ — Afflicted with grief.