Jump to content

ଶୋକାପନୟନ

ଉଇକିଅଭିଧାନ‌ରୁ

ଶୋକାପନୟନ

ଉଚ୍ଚାରଣ

[ସମ୍ପାଦନା]

(ଶୋକାପନୋଦନ, ଶୋକାପହରଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ)

[ସମ୍ପାଦନା]
୧. ଶୋକର କାରଣକୁ ଦୂର କରିବା — ୧. The removal of the cause of grief.
୨. ଶୋକ ସନ୍ତପ୍ତ ବ୍ୟକ୍ତିର ଶୋକକୁ ଥଣ୍ଡା କରାଇବା — ୨. Assuaging of the sorrow of a grieving person.