Jump to content

ଶୋକାରି

ଉଇକିଅଭିଧାନ‌ରୁ

ଶୋକାରି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)—(ଶୋକ=ପ୍ରିୟ ବିୟୋଗଜନିତ ଖେଦର ଅର=ଶତ୍ରୁ ବା ନାଶକ)

[ସମ୍ପାଦନା]

କଦମ୍ୱ ଗଛ — A kind of tree; Neuclea Cadamba.