Jump to content

ଶୋକିତ

ଉଇକିଅଭିଧାନ‌ରୁ

ଶୋକିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶୋକ+ଇତ)

[ସମ୍ପାଦନା]

ଶୋକଯୁକ୍ତ — Sorrowful.

[ଉ—ବୋଲା ବୋଲି ଏମନ୍ତ, ବିରକରେ ସମସ୍ତେ ଶୋକିତ—ଭ଼ଞ୍ଜ, ବୈଦେହୀଶବିଳାସ]