Jump to content

ଶୋକୋଦ୍ଦୀପନା

ଉଇକିଅଭିଧାନ‌ରୁ

ଶୋକୋଦ୍ଦୀପନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [୬ଷ୍ଠୀ ତତ୍]

[ସମ୍ପାଦନା]
୧. ଶୋକବୃଦ୍ଧି; ଶୋକବର୍ଦ୍ଧନ — ୧. Increase of sorrow.
୨. ମନରେ ଶୋକ ଜନ୍ମିବା — ୨. The coming over of grief in the mind.