Jump to content

ଶୋକ ତାପ

ଉଇକିଅଭିଧାନ‌ରୁ

ଶୋକ ତାପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ମ. ପ. ଲୋ)— ଶୋକଜନିତ ମନଃପୀଡ଼ା ୧. Mental uneasiness due to sorrow.
୨. (ଏକାର୍ଥକ ସହଚର) ମନୋବେଦନା — ୨. Grief.
୩. (ଦ୍ୱନ୍ଦ)— ଶୋକ ଓ ଅନ୍ୟ ମନୋବେଦନା — Grief and other mental uneasiness.