Jump to content

ଶୋକ ରୁଦ୍ଧ

ଉଇକିଅଭିଧାନ‌ରୁ

ଶୋକ ରୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(୩ୟା ତତ୍)

[ସମ୍ପାଦନା]

ଶୋକ ଯୋଗୁଁ ବନ୍ଦ ହୋଇ ଯିବା (କଣ୍ଠ ବା ଶ୍ୱସ ବା ବାକ୍ୟ) — ୧. (voice or breath or words) Restrained by grief; blocked up by grief.

୨. ଶୋକ ଯୋଗୁଁ ଜଡ଼ୀଭୂତ— (ଯଥା ଶୋକରୁଦ୍ଧ ବଚନ, ଶୋକ ରୁଦ୍ଧ କଣ୍ଠ) — ୨. Paralysed or benumbed with grief.