Jump to content

ଶୋକ ସଙ୍ଗୀ

ଉଇକିଅଭିଧାନ‌ରୁ

ଶୋକ ସଙ୍ଗୀ

ଉଚ୍ଚାରଣ

[ସମ୍ପାଦନା]
[ଶୋକସଙ୍ଗିନୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ସମାନ ଭାବରେ ଶୋକକ୍ଳିଷ୍ଟ — Equally grieved.

ବିଶେଷ୍ୟ -

[ସମ୍ପାଦନା]

ଶୋକ କରିବା ବେଳେ ଯେ ଶୋକ କରୁଥିବା ବ୍ୟକ୍ତି ପରି ଶୋକ କରେ — A companion in one's grief or sorrow.