ଶୋଚନ
ଦେଖଣା
ଶୋଚନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶୁଚ ଧାତୁ=ମନୋଦୁଃଖ କରିବା+ଭାବ. ଅନ)
[ସମ୍ପାଦନା]- ୧. ଶୋକ କରିବା; ଶୋକ ପ୍ରକାଶ — ୧. Sorrowing.
- ୨. ଶୋକ — ୨. Grief; sorrow.
- ୩. ଅନୁକମ୍ପା — ୩. Pity; compasion.
- ୪. ଅନୁତାପ — ୪. Repentance; regret.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (+କର୍ତ୍ତୃ. ଅନ)
[ସମ୍ପାଦନା]ଶୋକଶୀଳ (ବିଶ୍ୱକୋଷ) — Ginen to sorrowing.