Jump to content

ଶୋଚ୍ୟକ

ଉଇକିଅଭିଧାନ‌ରୁ

ଶୋଚ୍ୟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶୋଚ୍ୟ+କ)

[ସମ୍ପାଦନା]
୧. କ୍ଷୁଦ୍ର —୧. Small.
୨. ନୀଚ — ୨. Low; mean.
୩. କନିଷ୍ଠ —୩. Youngest.
୪. ଅପବିତ୍ର — ୪. Unholy.