Jump to content

ଶୋଟୀର୍ଯ୍ୟ

ଉଇକିଅଭିଧାନ‌ରୁ

ଶୋଟୀର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(ଶୁଟୀର=ବୀର+ଭାବ.ଯ)

[ସମ୍ପାଦନା]
୧. ବଳ; ପରାକ୍ରମ — ୧. Might.
୨. ଦମ୍ଭ; ଗର୍ବ —୨. Pride, arrogance.
୩. ସାହସ — ୩. Bravery.