ଶୋଣିତ ପୁର
ବାଣାସୁରର ରାଜଧାନୀ — Name of the capital of the demon king Bāṇāsura.
[ଦ୍ରଷ୍ଟବ୍ୟ —ଏହା ଆଧୁନିକ ବାଲେଶ୍ୱରର ସୁନହଟ ଅଟେ ସୁନହଟରେ ଅବଧି 'ଉଷାମେଢ଼' ନାମକ ସ୍ଥାନ ଅଛି]