Jump to content

ଶୋଣିତ ଶୋଧକ

ଉଇକିଅଭିଧାନ‌ରୁ

ଶୋଣିତ ଶୋଧକ

ଉଚ୍ଚାରଣ

[ସମ୍ପାଦନା]

(ଶୋଣିତ ଶୋଧନ—ବି)

ସଂସ୍କୃତ - ବିଶେଷଣ - (ଉପପଦ ତତ)

[ସମ୍ପାଦନା]

ରକ୍ତ ପରିଷ୍କାରକ; ଶରୀରର ବଦ୍ରକ୍ତକୁ ଯେଉଁ ଔଷଧ ପରିଷ୍କାର କରେ —(medicine) Which improves or purifies impure blood.