ଶୋଣୀ
ଦେଖଣା
ଶୋଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଶୋଣ+ଈ)
[ସମ୍ପାଦନା]- ୧. ନାଲିକଇଁ ପରି ବର୍ଣ୍ଣବିଶିଷ୍ଟ ସୁନ୍ଦରୀ ସ୍ତ୍ରୀ; (ଯାହା ଦେହ ତକତକିଆ ଗୋରା ଓ କଥାରେ କହନ୍ତି ଯେ ତା ଦେହରେ ଟିପ ମାରିଦେଲେ ରକ୍ତ ବାହାରି ପଡ଼ିବ) — ୧. A woman of the colour of red water-lily.
- ୨. ବଡ଼ବା (ବିଶ୍ୱକୋଷ) (ଦେଖ) - — ୨. Baṟḏabā (See)