ସଂସ୍କୃତ - ବିଶେଷ୍ୟ - (ଶୁ ଧାତୁ=ବୃଦ୍ଧିପାଇବା+ଭାବ. ଅ)
[ସମ୍ପାଦନା]
ଦେହ ମଧ୍ୟରେ ଜଳସଞ୍ଚାର ଯୋଗୁଁ ସ୍ଫୀତିରୋଗ; ଦେହଫୁଲା ରୋଗ — Dropsy; swelling of parts of the body; plethora; aedima.
[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ସ୍ଥାନରେ ଶୋଥର ନାମ ଭିନ୍ନ ଭିନ୍ନ ଅଟେ ଯଥା—ଉଦରଶୋଥ, ପାଦଶୋଥ; ବ୍ରଣଶୋଥ ଇତ୍ୟାଦି]