ଶୋଧ
ଦେଖଣା
ଶୋଧ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଶୁଦ୍ଧ)
[ସମ୍ପାଦନା]ଶୁଧ (ଦେଖ) - — Ṡudh (See)
(ଉ—କଟକରୁ ଶୋଦ୍ ପୂର୍ବକୁ ଗଲେ ସିଦ୍ଧେଶ୍ୱର— ପୁରରେ ପହଞ୍ଚିବ)
ଶୋଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶୁଧ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଶୁଝ; ଋଣ ପରିଶୋଧ; ଋଣ ଶୁଝିବା — ୧. Satisfaction of a loan; clearing or liquidation of debt.
- ୩. ଦେୟ ପରିଶୋଧ — ୩. Aquittance of any due.
ଅନୁବାଦ
[ସମ୍ପାଦନା][ଦ୍ରଷ୍ଟବ୍ୟ —ଶୋଧ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ଋଣଶୋଧ; ପରିଶୋଧ, ମୂଳଦୁଆଶୋଧ, ଦେଉଳଶୋଧ, ବୋଧଶୋଧ ଆଦି ରୂପରେ ବ୍ୟବହୃତ ହୁଏ]
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୋଧନ)
କୌଣସି ସ୍ଥାନରୁ ସମସ୍ତଙ୍କୁ ବାହାର କରିଦେଇ ନିର୍ଜନ କରାଇବା ଅବସ୍ଥା — The state of a place being made lonely by driving out persons.