ଶୋଧକ
ଦେଖଣା
ଶୋଧକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ— (ଶୁଧ୍ ଧାତୁ+ଣିଚ୍ ଶୋଧି ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଶୁଦ୍ଧିକାରକ — ୧. Corrective.
- ୨. ପବିତ୍ର— କାରକ —୨. Purifying.
ବିଶେଷ୍ୟ -
[ସମ୍ପାଦନା](ଅଙ୍କ ଶାସ୍ତ୍ର)— ବୃହତ୍ତର ରାଶିରୁ ଫେଡାଯିବା କ୍ଷୁଦ୍ରତର ରାଶି — A subtrahend; a smaller number which is to be subtracted from a larger one.