Jump to content

ଶୋଧନ

ଉଇକିଅଭିଧାନ‌ରୁ

ଶୋଧନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବି— ଶୁଧ୍ ଧାତୁ ଣିଚ=ଶୋଧି ଧାତୁ+ଭାବ. ଅନ)

[ସମ୍ପାଦନା]
୧. ନିର୍ଦ୍ଦୋଷ କରଣ — ୧. Correction.
୨. ସଂଶୋଧନ; ସଂସ୍କାର — ୨. Reforming.
୩. ଶୁଦ୍ଧି— କରଣ —୩. Purification.
୪. ଋଣଶୋଧ — ୪. Liquidation of debts.
୫. ଉପକାରର ପ୍ରତିଶୋଧ —୫. Requital.
୬. ଅପକାରର ପ୍ରତି—ଶୋଧ — ୬. Taking revenge ; retaliation.
୭. ପରିଷ୍କାର କରଣ —୭. Cleansing.
୮. ହରଣ; ଭାଗକରଣ —୮. Division.
୯. (ବୈଦ୍ୟକ) ଧାତୁ ଆଦିକୁ ନିର୍ଦ୍ଦୋଷକରଣ — ୯. Purification of metals.
୧. ବିରେଚନ; ଝାଡ଼ା କରାଇବା — ୧୦. Opening or clearing of the bowels; pergation.
୧୧. ଔଷଧରେ ବ୍ୟବହାର କରିବା ପାଇଁ ବିଷ ଆଦିରୁ ଦୋଷଦୂରୀକରଣ — ୧୧. Rectification of poisons.
୧୨. ଅପନୟନ; ଖଣ୍ଡନ — ୧୨. Obliteration; blotting out.
୧୩. ତତ୍ଧ; ତୃତିୟା — ୧୩. Blue vitriol.
୧୪. ମଳ; ବିଷ୍ଠା —୧୪. Ordure.
୧୫. ପ୍ରାୟଶ୍ଚିତ୍ତ—(ବିଶ୍ୱ— କୋଷ —୧୫. Expiatory rites.
୧୬. ବ୍ରଣ କ୍ଷତାଦିର ପରିଷ୍କରଣ (ବିଶ୍ୱକୋଷ) — ୧୬. Clearing of boils and sores.
୧୭. (ସ୍ତୃତି)—ଲିଖିତ ପତ୍ରାଦିର ପ୍ରମାଣୀକରଣ (ବିଶ୍ୱକୋଷ) —୧୭. (Hindu law) Proving of a document.
୧୮. ଅପହୃତ ଦ୍ରବ୍ୟର ସଂଖ୍ୟାନିର୍ଣ୍ଣୟ [ବିଶ୍ୱକୋଷ] — ୧୮. Ascertaining the number of stolen articles.
୧୯. କାସୀସ [ବିଶ୍ୱକୋଷ] — ୧୯. Green sulphate of iron.
୨. ବିହିତାବିହିତ ମାସ ତିଥ୍ୟାଦିର ବିଚାରଣ (ବିଶ୍ୱକୋଷ) — ୨୦. Consideration of the suitability or other- wise of a particular month or day for the performance of certain acts.
୨୧. ନିମ୍ୱୁକ [ବିଶ୍ୱକୋଷ] — ୨୧. Lemon; lime.

ବିଶେଷଣ -

[ସମ୍ପାଦନା]

ଶୁଦ୍ଧିକାରକ — Purifying.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଗାଳି— ମନ୍ଦ; ଶୋଧା — Rebuke; abuse; calling names.