Jump to content

ଶୋଧନୀୟ

ଉଇକିଅଭିଧାନ‌ରୁ

ଶୋଧନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶୁଧ୍ ଧାତୁ+ଅନୀୟ; ଶୁଧ ଧାତୁ ଣିଚ=ଶୋଧି ଧାତୁ+ଅନୀୟ)

[ସମ୍ପାଦନା]

ଯାହା ସଂଶୋଧନ କରିବା ଯୋଗ୍ୟ —Corrigible; fit or liable to be corrected.