Jump to content

ଶୋଧନ ଦେବା

ଉଇକିଅଭିଧାନ‌ରୁ

ଶୋଧନ ଦେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଗାଳି ଦେବା; ଭର୍ତ୍ସନା କରିବା — To chide; to rebuke.

[ଉ—ଗେଲ୍ହୀ ତା ପଟ ହୋଇ ଶରଧୀ ବୋଉକୁ ଶୋଧନା ଦେଲା—କୁନ୍ତଳା— ନଅତୁଣ୍ଡୀ]