Jump to content

ଶୋଧନ ବିଧି

ଉଇକିଅଭିଧାନ‌ରୁ

ଶୋଧନ ବିଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

[ସମ୍ପାଦନା]

ବୈଦ୍ୟଶାସ୍ତ୍ର ଅନୁସାରେ ଭନ୍ନ ଭିନ୍ନ ବସ୍ତୁ (ଯଥା—ବିଷ; ଉପଧାତୁ ଆଦି)କୁ ଔଷଧର ଉପାଦାନରୂପେ ବ୍ୟବହାର କରିବା ପୂର୍ବରୁ ତାହାର ଦୋଷ ଓ ଦୁର୍ଗୁଣମାନ ଦୂର କରିବା ନିମନ୍ତେ ନିର୍ଦ୍ଦିଷ୍ଟ ବିଧାନ — The rules and processes prescribed for rectifying different ingredients before using them as medicine.