ଶୋଧା
ଦେଖଣା
ଶୋଧା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି(ସଂସ୍କୃତ - ଶୋଧ)
[ସମ୍ପାଦନା]- ୧. ଶୋଧ (ଦେଖ) - — ୧. Ṡodha (See)
- ୨. ଶୋଧିବା କ୍ରିୟା — ୨. The act of Ṡodhibā.
- ୩. ଗାଳିମନ୍ଦ; ଶୋଧନ —୩. Abuse.
- ୪. (ସ୍ପୃହା; ଶ୍ରଦ୍ଧା) ସ୍ପୃହା — ୪. Hankering; longing.
[ଉ— ଯାହାର ଯହିଁକି ଶରଧା, ସେ ଅର୍ଥ କରିଥାନ୍ତି ଶୋଧା ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ]
- ୫. (ସଂସ୍କୃତ - ଶୁଦ୍ଧ) ଯଥାର୍ଥ ବିଷୟ —୫. True thing.
[ଉ— ତୋ ମନେ ହୋଇଲେ ଶରଧା, ତୋତେ ମୁଁ କହୁଅଛି ଶୋଧା ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ]