ଶୋଧା ଖିଆ
ଦେଖଣା
ଶୋଧା ଖିଆ
ଉଚ୍ଚାରଣ
[ସମ୍ପାଦନା](ଶୋଧା ଖାଈ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଶୋଧା ଖିଆ
|
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେଉଁ ବ୍ୟକ୍ତି ସର୍ବଦା ନିଜର କାର୍ଯ୍ୟର ତ୍ରୁଟି ବା ଦୋଷ ଯୋଗୁଁ ଅନ୍ୟ ବ୍ୟକ୍ତିଠାରୁ ଗାଳି ଖାଏ — Deserving to be rebuked for his faults.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତିରଷ୍କୃତ ହେବା — To be rebuked.