Jump to content

ଶୋଧି

ଉଇକିଅଭିଧାନ‌ରୁ

ଶୋଧି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶୁଧ ଧାତୁ କିମ୍ୱା ଶ୍ରେଢୀ)

[ସମ୍ପାଦନା]

ଅଙ୍କପାଠବିଶେଷ; ଫେଡାଣ ବା ବିୟୋଗ ଶିଖିବା ପାଠ; ଶିଶୁମାନେ : ଠାରୁ ୧ ପର୍ଯ୍ୟନ୍ତ ଯୋଗ ବିଯୋଗ ଶିକ୍ଷା କରିବାପାଇଁ ମୁଖସ୍ଥ କରିବା ଧାଡିଦ୍ୱୟ — A table showing the progressive (addition and subtraction of numbers from ୦ up to ୧୦.

[ଦ୍ରଷ୍ଟବ୍ୟ —ଏହା ପଣକିଆ ପରେ ପଢାଯାଏ ଏହାର ଲେଖିବା ପ୍ରଣାଳୀ ୧୨୩୪୫୬୭୮୯୧ ୧୯୮୭୬୫୪୩୨୧ : ଶୋଧି ୧ ପଡ଼େ — +୧=୧,: ଦଶରୁ : ଗଲେ ୧ ୧ ଶୋଧି ୯ ପଡ଼େ — ୧+୯=୧: , ଦଶରୁ ୧ ଗଲେ ୯ ୨ ଶୋଧି ୮ ପଡ଼େ — ୨+୮=୧: ଦଶରୁ ୨ ଗଲେ ୮ ଇତ୍ୟାଦି

ପିଲାଏ ଏହିପରି ଧାଡ଼ି ଧାଡ଼ି ଭୂମିରେ ଲେଖି ଏ ମଣ୍ଡରୁ ସେ ମୁଣ୍ଡ ଓ ସେ ମୁଣ୍ଡରୁ ଏ ମୁଣ୍ଡ ଉପର ତଳ ଅଙ୍କଦ୍ୱୟକୁ ପାଟି କରି ବୋଲନ୍ତି ଓ ପୁଣି ତଳୁ ଉପରକୁ ବୋଲନ୍ତି ଯଥା ===

ଶୂନ ଦଶ (=) ଦଶ, ଏକ ନଅ(=) ଦଶ, ଦୁଇ ଆଠ(=) ଦଶ ଇତ୍ୟାଦି]