Jump to content

ଶୋଧିତ

ଉଇକିଅଭିଧାନ‌ରୁ

ଶୋଧିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶୁଧ ଧାତୁ ଣିଚ, ଶୋଧି ଧାତୁ+ତ)

[ସମ୍ପାଦନା]
୧. ମାର୍ଜିତ — ୧. Cleaned; reformed.
୨. ପରିଷ୍କୃତ —୨. Cleansed.
୩. ଶୁଦ୍ଧୀକୃତ — ୩. Purified.
୪. ବୈଦ୍ୟଶାସ୍ତ୍ରୋକ୍ତ ବିଧିଦ୍ୱାରା ପରିଶୁଦ୍ଧ — ୪. Rectified by the prescribed medical process.